ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଅଙ୍ଗ ପ୍ରତିରୋପଣ ୟୁନିଟ ଆରମ୍ଭ ହୋଇଛି।

ଏଯାବତ ରୋଗୀମାନଙ୍କୁ ଚେନ୍ନାଇ କିମ୍ବା ଦିଲ୍ଲୀ ଯିବାକୁ ପଡ଼ୁଥିଲା। ନୂଆ ୟୁନିଟ ଫଳରେ ରାଜ୍ୟରେ ହିଁ ଚିକିତ୍ସା ସମ୍ଭବ ହେବ।